କର୍ପଟ Karpaṭa
- ସଂ. ବି. (କୃପ୍ ଧାତୁ=ପାରଗ ହେବା+କର୍ମ. ଅଟ) — ଜୀର୍ଣ୍ଣଶୀର୍ଣ୍ଣ ବସ୍ତ୍ର; ଛିଣ୍ଡା ଲୁଗା — Rags; old and patched-up garment
- ସଂ. ବି. (କୃପ୍ ଧାତୁ=ପାରଗ ହେବା+କର୍ମ. ଅଟ) — ରାତିପିନ୍ଧା ଛୋଟ କରିଆ — A small loin-cloth used as underwear for the night; small cloth used for night- dressing
- ସଂ. ବି. (କୃପ୍ ଧାତୁ=ପାରଗ ହେବା+କର୍ମ. ଅଟ) — କୌପୁନୀ — A strip of rag tucked round the private parts (from the navel down and tucked backwards)
- ସଂ. ବି. (କୃପ୍ ଧାତୁ=ପାରଗ ହେବା+କର୍ମ. ଅଟ) — ପାଇକଚ୍ଛା; କାଛିଆ — A strip of cloth sewn for use as underwear and by athletes
- ସଂ. ବି. (କୃପ୍ ଧାତୁ=ପାରଗ ହେବା+କର୍ମ. ଅଟ) — ଗାମୁଛା; ରୁମାଲ — Napkin; handkerchief
- ସଂ. ବି. (କୃପ୍ ଧାତୁ=ପାରଗ ହେବା+କର୍ମ. ଅଟ) — (ନାମ) ପର୍ବତ ବିଶେଷ — Name of a mountain