କର୍ଦ୍ଦମ Karddama

  • ସଂ. ବି. (କର୍ଦ୍ଦ ଧାତୁ=କୁତ୍ସିତ ଶଦ୍ଦ କରିବା+କର୍ତ୍ତୃ. ଅମ) — କର୍ଦ୍ଦ (ଦେଖ) — Kardda (See)
  • ସଂ. ବି. (କର୍ଦ୍ଦ ଧାତୁ=କୁତ୍ସିତ ଶଦ୍ଦ କରିବା+କର୍ତ୍ତୃ. ଅମ) — (ନାମ) କପିଳଋଷିଙ୍କ ପିତା — The father of sage Kapiḻa
  • ସଂ. ବି. (କର୍ଦ୍ଦ ଧାତୁ=କୁତ୍ସିତ ଶଦ୍ଦ କରିବା+କର୍ତ୍ତୃ. ଅମ) — ଛାୟା — Shade; shadow