କର୍ଦ୍ଦମାକ୍ତ Karddamākta

  • ସଂ. ବିଣ. ( 3 ୟା ତତ୍; କର୍ଦ୍ଦମ+ଅକ୍ତ=ମିଶ୍ରିତ; ଲିପ୍ତ) — କାଦୁଅ ବୋଳା ହୋଇଥିବା — Besmeared with mud
  • ସଂ. ବିଣ. ( 3 ୟା ତତ୍; କର୍ଦ୍ଦମ+ଅକ୍ତ=ମିଶ୍ରିତ; ଲିପ୍ତ) — କର୍ଦ୍ଦମ ମିଶ୍ରିତ; କାଦୁଆ — Mixed with mud; muddy