କର୍ତ୍ତୃତ୍ୱ Karttṛutwa

  • ସଂ. ବି. (କର୍ତ୍ତୃ. + ଭାବ. ତ୍ୱ) — ଅଧିକାର; ପ୍ରଭୁତ୍ୱ; କ୍ଷମତା — Supremacy; paramountcy; lordship; mastery; authority
  • ସଂ. ବି. (କର୍ତ୍ତୃ. + ଭାବ. ତ୍ୱ) — କାରକତ୍ୱ; ସାଧକତ୍ୱ — The state of being the doer of a thing
  • ସଂ. ବି. (କର୍ତ୍ତୃ. + ଭାବ. ତ୍ୱ) — ତନଖି; ପରିଦର୍ଶନ; କାର୍ଯ୍ୟରେ ତତ୍ତ୍ୱ ନେବା — Supervision
  • ସଂ. ବି. (କର୍ତ୍ତୃ. + ଭାବ. ତ୍ୱ) — କର୍ମ ପରିଚାଳନ — Management