କର୍ତ୍ତୃତ୍ୱାଧୀନ Karttṛutwādhīna

  • ସଂ. ବିଣ. ( 6 ଷ୍ଠୀ ତତ୍) — କୌଣସି ବ୍ଯକ୍ତିର ଅଧିକାରର ବଶବର୍ତ୍ତୀ; ଆୟତ୍ତ — Under the control of
  • ସଂ. ବିଣ. ( 6 ଷ୍ଠୀ ତତ୍) — ପରିଚାଳନାର ଅଧୀନ — Under the management of
  • ସଂ. ବିଣ. ( 6 ଷ୍ଠୀ ତତ୍) — କୌଣସି ବ୍ଯକ୍ତିର ତନଖିବାର ଅଧୀନ — Under the supervision of