କର୍ତ୍ତୃକ Karttṛuka

  • ସଂ. ଅ.—(ବହୁବ୍ରୀହି ସମାସରେ ଅନ୍ଯ ପୂର୍ବ ସଙ୍ଗେ ଯୁକ୍ତ ହେଲେ 'କର୍ତ୍ତୃ' ଶବ୍ଦ ପରେ 'କ' ଆଗମ ହୁଏ) — ତୃତୀୟା ବିଭକ୍ତିର ଚିହ୍ନ; ଦ୍ୱାରା — By; with the help of; with; through; by means of
  • ସଂ. ଅ.—(ବହୁବ୍ରୀହି ସମାସରେ ଅନ୍ଯ ପୂର୍ବ ସଙ୍ଗେ ଯୁକ୍ତ ହେଲେ 'କର୍ତ୍ତୃ' ଶବ୍ଦ ପରେ 'କ' ଆଗମ ହୁଏ) — (ଯଥା—ମତ୍କର୍ତ୍ତୃକ; ତତ୍କର୍ତ୍ତୃକ; ରାମକର୍ତ୍ତୃକ)