କର୍ତ୍ତୁକାମ Kartrukāma

  • ସଂ. ବିଣ. (ବହୁବ୍ରୀହି; କର୍ତ୍ତୃଂ=କରିବାକୁ+କାମ; ସମାସରେ ଅନୁସ୍ୱାରର ଲୋପ; ତୁଳ. ଗନ୍ତୁକାମ) — (କୌଣସି କର୍ମ) କରିବାକୁ ଇଚ୍ଛୁକ; ଚିକୀର୍ଷୁ — Willing to do a work; bent upon doing a work; ready to do a work