କର୍ତ୍ତରୀ Karttarī
- ସଂ. ବି. ସ୍ତ୍ରୀ. (କୃତ୍ ଧାତୁ=କାଟିବା+କରଣ. ଅର+ସ୍ତ୍ରୀ. ଈ) — କତୁରୀ — A pair of scissors
- ସଂ. ବି. ସ୍ତ୍ରୀ. (କୃତ୍ ଧାତୁ=କାଟିବା+କରଣ. ଅର+ସ୍ତ୍ରୀ. ଈ) — କଟାରୀ — Bill-hook
- ସଂ. ବି. ସ୍ତ୍ରୀ. (କୃତ୍ ଧାତୁ=କାଟିବା+କରଣ. ଅର+ସ୍ତ୍ରୀ. ଈ) — ଗୁଆକାତି — Nut-cracker
- ସଂ. ବି. ସ୍ତ୍ରୀ. (କୃତ୍ ଧାତୁ=କାଟିବା+କରଣ. ଅର+ସ୍ତ୍ରୀ. ଈ) — ଛୁରୀ — Knife
- ସଂ. ବି. ସ୍ତ୍ରୀ. (କୃତ୍ ଧାତୁ=କାଟିବା+କରଣ. ଅର+ସ୍ତ୍ରୀ. ଈ) — (+କର୍ମ. ଅର)—ବାଣର ପୁଙ୍ଖ — The tail of an arrow
- ସଂ. ବି. ସ୍ତ୍ରୀ. (କୃତ୍ ଧାତୁ=କାଟିବା+କରଣ. ଅର+ସ୍ତ୍ରୀ. ଈ) — ବଣିଆଙ୍କ କତୁରୀ ପତ୍ରୀକୃତ — Goldsmith's scissors