କର୍ତ୍ତବ୍ୟ Karttabya

  • ସଂ. ବିଣ. (କୃ ଧାତୁ+କର୍ମ. ତବ୍ୟ) — କରଣୀୟ; କରିବା ଯୋଗ୍ୟ; ଉଚିତ; ବିଧେୟ — To be done or performed; fit to be done; proper; necessary
  • ସଂ. ବି. — ଅବଶ୍ୟ କରଣୀୟ କାର୍ଯ୍ୟ — Duty
  • ଦେ. ବି. — ଶକ୍ତି; ସାମର୍ଥ୍ୟ — Power; capacity