କର୍ତ୍ତବ୍ୟବିମୂଢ଼ Karttabyabimūṟḍ̠ẖa

  • ସଂ. ବିଣ. ପୁଂ. ( 7 ମୀ ତତ୍; କର୍ତ୍ତବ୍ୟ+ବିମୂଢ଼) — କର୍ତ୍ତବ୍ଯଜ୍ଞାନଶୂନ୍ଯ; କିଂକର୍ତ୍ତବ୍ଯବିମୂଢ଼; ଯେଉଁ ବ୍ଯକ୍ତି କଅଣ କରିବ ତାହା ସ୍ଥିର କରି ନ ପାରେ — Hopelessly confounded; not knowing what to do