କର୍ତ୍ତନୀ Karttaṇī

  • ସଂ. ବି. ସ୍ତ୍ରୀ. (କୃତ ଧାତୁ=ଛେଦନ କରିବା+କରଣ ଅନ+ ସ୍ତ୍ରୀ. ଈ) — କତୁରୀ — A pair of scissors
  • ସଂ. ବି. ସ୍ତ୍ରୀ. (କୃତ ଧାତୁ=ଛେଦନ କରିବା+କରଣ ଅନ+ ସ୍ତ୍ରୀ. ଈ) — କାଟିବା ଯନ୍ତ୍ର — A cutting instrument