କର୍ଣ୍ଣୀ Karṇṇī
- ସଂ. ବିଣ. ପୁଂ. (କର୍ଣ୍ଣ+ଅଛି ଅର୍ଥରେ ଇନ; 1 ମା. 1 ବ) — କର୍ଣ୍ଣବିଶିଷ୍ଟ — Having ears
- ସଂ. ବିଣ. ପୁଂ. (କର୍ଣ୍ଣ+ଅଛି ଅର୍ଥରେ ଇନ; 1 ମା. 1 ବ) — ଲମ୍ବକର୍ଣ୍ଣଯୁକ୍ତ — Long-eared
- ସଂ. ବିଣ. ପୁଂ. (କର୍ଣ୍ଣ+ଅଛି ଅର୍ଥରେ ଇନ; 1 ମା. 1 ବ) — କର୍ଣ୍ଣସମ୍ବନ୍ଧୀୟ — Relating to the ear
- ସଂ. ବିଣ. ପୁଂ. (କର୍ଣ୍ଣ+ଅଛି ଅର୍ଥରେ ଇନ; 1 ମା. 1 ବ) — କୁଟିଳାବୟବଯୁକ୍ତ ଶରୀରବିଶେଷ — A kind of arrow
- ସଂ. ବିଣ. ପୁଂ. (କର୍ଣ୍ଣ+ଅଛି ଅର୍ଥରେ ଇନ; 1 ମା. 1 ବ) — ସପ୍ତବର୍ଷ ପର୍ବତ ଅନ୍ତର୍ଗତ ପର୍ବତବିଶେଷ — Name of a mythological mountain
- ସଂ. ବିଣ. ପୁଂ. (କର୍ଣ୍ଣ+ଅଛି ଅର୍ଥରେ ଇନ; 1 ମା. 1 ବ) — ବେକର କାନ ପାଖ ଅଂଶ — The part of the neck near the ear
- ସଂ. ବି. (ଏହାର ଲମ୍ବ କର୍ଣ୍ଣ ଥିବାରୁ) — ଗଧ — The Ass