କର୍ଣ୍ଣୀସୁତ Karṇṇīsuta

  • ସଂ. ବି. ( 6 ଷ୍ଠୀ ତତ୍; କର୍ଣ୍ଣୀ+ସୁତ) — ମଥୁରାର ରାଜା କଂସାସୁର — Kaṁsa, the king of Mathurā
  • ସଂ. ବି. ( 6 ଷ୍ଠୀ ତତ୍; କର୍ଣ୍ଣୀ+ସୁତ) — ଚୋର — Thief
  • ସଂ. ବି. ( 6 ଷ୍ଠୀ ତତ୍; କର୍ଣ୍ଣୀ+ସୁତ) — ଚୌର୍ଯ୍ୟଶାସ୍ତ୍ରପ୍ରବର୍ତ୍ତକ — Name of the person who introduced stealing as an art