କର୍ଣ୍ଣୀରଥ Karṇṇīratha

  • ସଂ. ବି. (କର୍ଣ୍ଣୀ=କର୍ଣ୍ଣୈ କଦେଶ+ରଥ=ଯାନ) — ସ୍କନ୍ଧବାହ୍ୟ ଯାନ; ପାଲିଙ୍କି — A conveyance borne on the shoulders; sedan-chair
  • ସଂ. ବି. (କର୍ଣ୍ଣୀ=କର୍ଣ୍ଣୈ କଦେଶ+ରଥ=ଯାନ) — ସ୍ତ୍ରୀ ଲୋକ ଗମନାର୍ଥ ବସ୍ତ୍ରାଚ୍ଛାଦିତ କ୍ଷୁଦ୍ର ଗାଡ଼ି ବା ଡୋଲି — A small covered car or sedan for carrying ladies