କର୍ଣ୍ଣିକା Karṇṇikā
- ସଂ. ବି. ସ୍ତ୍ରୀ. (କର୍ଣ୍ଣ+ଇକ+ସ୍ତ୍ରୀ. ଆ) — କର୍ଣ୍ଣଭୂଷଣ — An ear-ring; an ornament for the ear
- ସଂ. ବି. ସ୍ତ୍ରୀ. (କର୍ଣ୍ଣ+ଇକ+ସ୍ତ୍ରୀ. ଆ) — ହସ୍ତୀଶୁଣ୍ଡାଗ୍ରବର୍ତ୍ତୀ ଅଙ୍ଗୁଳି ଆକାର ଅଂଶ — The end of the elephant's trunk serving the purpose of the fingers of the human hand
- ସଂ. ବି. ସ୍ତ୍ରୀ. (କର୍ଣ୍ଣ+ଇକ+ସ୍ତ୍ରୀ. ଆ) — ପଦ୍ମଫୁଲ ମଧ୍ୟସ୍ଥ ବୀଜକୋଷ — The seed-capsule or pericarp inside the lotus flower
- ସଂ. ବି. ସ୍ତ୍ରୀ. (କର୍ଣ୍ଣ+ଇକ+ସ୍ତ୍ରୀ. ଆ) — ଷୋଡ଼ଶେ ଅଷ୍ଟ ଷଷ୍ଠ ଦଳ କର୍ଣ୍ଣିକା କେଶର ଅମୂଲ୍ୟ—ଭୂପତି, ପ୍ରେମପଞ୍ଚାମୃତ।
- ସଂ. ବି. ସ୍ତ୍ରୀ. (କର୍ଣ୍ଣ+ଇକ+ସ୍ତ୍ରୀ. ଆ) — ଲେଖନୀ — Pen
- ସଂ. ବି. ସ୍ତ୍ରୀ. (କର୍ଣ୍ଣ+ଇକ+ସ୍ତ୍ରୀ. ଆ) — ହାତର ମଧ୍ୟମାଙ୍ଗୁଳି — The middle finger of the hand
- ସଂ. ବି. ସ୍ତ୍ରୀ. (କର୍ଣ୍ଣ+ଇକ+ସ୍ତ୍ରୀ. ଆ) — କୁଟ୍ଟିନୀ — A go-between; a procureess
- ସଂ. ବି. ସ୍ତ୍ରୀ. (କର୍ଣ୍ଣ+ଇକ+ସ୍ତ୍ରୀ. ଆ) — ଅଗ୍ନିମନ୍ଥ ବା ଗଣିଆରି ଗଛ; ଅଗବଥୁ ଗଛ — Premna Integrifolia (tree)