କର୍ଣ୍ଣାମଗିରି Karṇṇāmagiri

  • ଦେ. ବି. (ନାମ) — ଜଣେ ଓଡ଼ିଆ କବି — A poet
  • ଦେ. ବି. (ନାମ) — [ଦ୍ର—ଏ କବି ବୈଷ୍ଣବ ଥିଲେ, 'ଭକ୍ତିରସାମୃତ' ନାମକ ଗ୍ରନ୍ଥ, ଏହାଙ୍କ ଦ୍ୱାରା ରଚିତ।
  • ଦେ. ବି. (ନାମ) — ତାରିଣୀ, ମହାଭାରତ, ଉତ୍କଳସାହିତ୍ୟ ଇତିହାସ।]