କର୍ଣ୍ଣାବଳି Karṇṇābaḻi

  • ପ୍ରାଦେ. ବି. — (ଗଡ଼ଜାତ)—ଶିଶୁମାନଙ୍କର କର୍ଣ୍ଣବେଧ; କାନଫୋଡ଼ା — The ear-boring ceremony
  • ପ୍ରାଦେ. ବି. — (ଗଞ୍ଜାମ)—କୁମୁଟିମାନଙ୍କର ଉତ୍ସବବିଶେଷ — A festival in vogue among the Kumuti caste