କର୍ଣ୍ଣାଟ Karṇṇāṭa

  • ସଂ. ବି. (କର୍ଣ୍ଣ+ଅଟ ଧାତୁ+କତ୍ତୃ. ଅ) — ଦ୍ରାବିଡ଼ର ଉତ୍ତର— ପଶ୍ଚିମସ୍ଥ ପ୍ରସିଦ୍ଧ ଦେଶ; ଦକ୍ଷିଣ ଭାରତର ପୂର୍ବ ଉପକୂଳସ୍ଥ ଦେଶ ବିଶେଷ — The Karnatak country in South India; the Karnatics
  • ସଂ. ବି. (କର୍ଣ୍ଣ+ଅଟ ଧାତୁ+କତ୍ତୃ. ଅ) — [ଦ୍ର—ଦକ୍ଷିଣ ଭାରତର ପୂର୍ବ ଉପକୂଳକୁ କର୍ଣ୍ଣାଟ ବା କରମଣ୍ଡଳ ଉପକୂଳ ବୋଲାଯାଏ। ଏହି ଉପକୁଳରେ ମାନ୍ଦ୍ରାଜ ଅବସ୍ଥିତ। ପଶ୍ଚିମ ଉପକୂଳକୁ ମାଳବାର ଉପକୂଳ ବୋଲାଯାଏ।]