କର୍ଣ୍ଣାଟୀ Karṇṇāṭī
- ସଂ. ବି. (କର୍ଣ୍ଣାଟ+ସ୍ତ୍ରୀ. ଈ) — କର୍ଣ୍ଣାଟଦେଶୀୟା ସ୍ତ୍ରୀ — A woman of the Karnatic country
- ସଂ. ବି. (କର୍ଣ୍ଣାଟ+ସ୍ତ୍ରୀ. ଈ) — କାବ୍ୟଶାସ୍ତ୍ରର ରୀତିବିଶେଷ — Name of a kind of literary style
- ସଂ. ବି. (କର୍ଣ୍ଣାଟ+ସ୍ତ୍ରୀ. ଈ) — ରାଗିଣୀବିଶେଷ; କାନଡ଼ା ରାଗ — Name of a musical strain
- ସଂ. ବି. (କର୍ଣ୍ଣାଟ+ସ୍ତ୍ରୀ. ଈ) — କର୍ଣ୍ଣାଟ ରାଚ୍ଚମହିଷୀ — The queen of the kingdom of Karṇṇāta