କର୍ଣ୍ଣାକର୍ଣ୍ଣି Karṇṇākarṇṇi

  • ସଂ. ବି. (ବ୍ୟତିହାର ବହୁବ୍ରୀହି; କର୍ଣ୍ଣ+କର୍ଣ୍ଣ) — ପରସ୍ପର କର୍ଣ୍ଣରେ କୁହା କୋହି ହେବା ଗୁପ୍ତ ମନ୍ତ୍ରଣା; କାନାକାନି; ରହସ୍ୟ କଥାଭାଷା; ପରସ୍ପର ଫୁସ୍ଫୁସ୍ ହେବା — A whispering together
  • ସଂ. ଅ. — ଜଣକ କାନରେ ଅନ୍ଯ ଜଣେ କହିବା ଦ୍ୱାରା ଏକ କାନରୁ ଅନ୍ଯ କାନ ହେବା ପ୍ରକାରେ — Passed in whispers from ear to ear