କର୍ଣ୍ଣଶୂଳ Karṇṇaṡaskūḻa

  • ସଂ. ବି. ( 6 ଷ୍ଠୀ ତତ୍; କର୍ଣ୍ଣ+ଶୂଳ) — କାନବିନ୍ଧା ରୋଗ — Ear-ache; Otalgia
  • ସଂ. ବିଣ. (ଲକ୍ଷଣାର୍ଥ) — କର୍ଣ୍ଣକଟୁ; ଶୁଣିବାକୁ ଅପ୍ରୀତିକର — Unpleasant to the ear
  • ସଂ. ବିଣ. (ଲକ୍ଷଣାର୍ଥ) — କର୍ଣ୍ଣଶୂଳ ମଣିବ ସେ ସେ ସ୍ତୁତି—ରାଧାନାଥ ମହାଯାତ୍ରା।