କର୍ଣ୍ଣରେ ପଡ଼ିବା Karṇṇare paṟḍ̠ibā

  • ଦେ. କ୍ରୀ. — କର୍ଣ୍ଣଗୋଚର ହେବା; ଶୁଣାଯିବା — To come to one's knowledge through the ears; to reach the ears
  • ଦେ. କ୍ରୀ. — (ଯଥା—ମୋ ଗୁହାରି ଛାମୁଙ୍କ କର୍ଣ୍ଣରେ ପଡ଼ିଲା ନାହିଁ।)