କର୍ଣ୍ଣପାତ Karṇṇapāa

  • ସଂ. ବି. ( 6 ଷ୍ଠୀ ତତ୍; କର୍ଣ୍ଣ+ ପାତ) — କାନ ଦେଇ ଶୁଣିବା — Hearing of a thing
  • ସଂ. ବି. ( 6 ଷ୍ଠୀ ତତ୍; କର୍ଣ୍ଣ+ ପାତ) — କଥିତ ବିଷୟ ପ୍ରତି ମନୋଯୋଗ — Attention to a matter spoken