କର୍ଣ୍ଣପଟହ Karṇṇapaṭaha

  • ସଂ. ବି. (ରୂପକ; କର୍ଣ୍ଣ+ପଟହ) — କାନ ଭିତରେ ଥିବା ଯେଉଁ ପତଳା ଚମ— ପରଦାରେ ବାହାରରୁ ଯିବା ଧ୍ୱନି ବାଜିଲେ ଶୁଭେ — The ear-drum