କର୍ଣ୍ଣଧାର Karṇṇadhāra

  • ସଂ. ବି. (କର୍ଣ୍ଣ+ଧୃ ଧାତୁ +କତ୍ତୃ. ଅ; ନୌକାର କର୍ଣ୍ଣକୁ ଯେ ଧରେ) — ମାଝି; ନାବିକ — Boatman
  • ସଂ. ବି. (କର୍ଣ୍ଣ+ଧୃ ଧାତୁ +କତ୍ତୃ. ଅ; ନୌକାର କର୍ଣ୍ଣକୁ ଯେ ଧରେ) — ମଙ୍ଗଧରା — Helmsman
  • ସଂ. ବି. (କର୍ଣ୍ଣ+ଧୃ ଧାତୁ +କତ୍ତୃ. ଅ; ନୌକାର କର୍ଣ୍ଣକୁ ଯେ ଧରେ) — ଆହୁଲାଧରା ବ୍ଯକ୍ତି — Steersman