କର୍ଣ୍ଣକୂଟ Karṇṇakūṭa

  • ସଂ. ବି — ସନ୍ନିପାତଜନିତ ଗାଲୁଆ ରୋଗ — A disease with painful swelling of of the neck and root of the ear; the mumps; the swelling of the parotid glands
  • ସଂ. ବି — [ଦ୍ର—ଏଠାରେ କାନମୁଣ୍ଡା ଓ ବେକ ଆଦି ଫୁଲି ଯାଏ। ଏ ରୋଗ ସମୟ ସମୟରେ ମାରାତ୍ମକ ହୁଏ।]