କର୍ଜନ୍ (ଲର୍ଡ଼) Karjan

  • ବୈଦେ. (ଇଂ) ବି. (ନାମ) — ଭାରତର ବଡ଼ଲାଟ ( 1899 — 1905 ) — ଭାରତର ବଡ଼ଲାଟ (1899—1905)—George Nathaniel first Baron Curzon of Kedlest on a Viceroy of India
  • ବୈଦେ. (ଇଂ) ବି. (ନାମ) — [ଦ୍ର—ଏହାଙ୍କ ଜନ୍ମ 1859 ; ଏ ବିଲାତରେ ଯଥାକ୍ରମେ ଲର୍ଡ୍ ସାଲିସ୍ବରୀଙ୍କ ପ୍ରାଇଭେଟ୍ ସେକ୍ରେଟେରୀ, ଭାରତର ଅଣ୍ଡର— ସେକ୍ରେଟେରୀ, ପରରାଷ୍ଟ୍ର ବିଭାଗର ଅଣ୍ଡର୍ ସେକ୍ରେଟେରୀ, ପାର୍ଲିଆ— ମେଣ୍ଟର ସଦସ୍ୟ ହୋଇଥିଲେ। ଏ ଅତି ପ୍ରତିଭାଶାଳୀ ରାଜନୀତିଜ୍ଞ ଥିଲେ। ଏ ମଧ୍ୟଆସିଆ, ପାରସ୍ୟ, ଆଫଗାନିସ୍ଥାନ, ଶ୍ୟାମ, କୋରିଆ ଆଦି ଭ୍ରମଣକରି କେତେକ ଭ୍ରମଣବୃତ୍ତାନ୍ତ ସଂବଳିତ ଗ୍ରନ୍ଥ ରଚନା କରିଥିଲେ। ଏହାଙ୍କ ଅମଳରେ ଭାରତର ଉତ୍ତର ପଶ୍ଚିମ ସୀମାନ୍ତ ପ୍ରଦେଶ ଗଠିତ ହୋଇଥିଲା ଓ ସମ୍ରାଟ ଏଡ଼ୱାର୍ଡ଼ଙ୍କ ଅଭିଷେକ ଉପଲକ୍ଷରେ 1902 — 3 ରେ ଦିଲ୍ଲୀଠାରେ ମହା ସମାରୋହ ସହିତ ଉତ୍ସବ ହୋଇଥିଲା। କଲିକତାରେ ଭିକ୍ଟୋରିୟା ମେମୋ— ରିଅଲ୍ ହଲ୍ ନିର୍ମାଣାର୍ଥ ଏ ଧନ ସଂଗ୍ରହ କରିଥିଲେ। ଏହାଙ୍କ ପରେ ଉକ୍ତ ସ୍ମୃତିମନ୍ଦିର ନିର୍ମିତ ହେଲା। ଏହାଙ୍କ ଅମଳରେ ତିବ୍ୱତକୁ ଅଭିଯାନ କରା ଯାଇ ତିବ୍ୱତ ସଙ୍ଗେ ଭାରତ ସରକାରଙ୍କର ସନ୍ଧି ହୋଇଥିଲା। ଏ ଭାରତର ଲୁପ୍ତପ୍ରାୟ ପ୍ରାଚୀନ କୀର୍ତ୍ତିମାନ ସଂରକ୍ଷଣାର୍ଥ ଆଇନ୍ କରିଥିଲେ। ଏ 1904 ରେ 8 ମାସ ଛୁଟି ନେଇ ବିଲାତ ଯାଇଥିଲେ ଓ ଫେରି ଆସି 1905 ପର୍ଯ୍ୟନ୍ତ ପୁଣି ବଡ଼ଲାଟ ହେଲେ। ଏହାଙ୍କ ଅମଳରେ ବଙ୍ଗ ପ୍ରଦେଶକୁ 2 ଟି ପ୍ରଦେଶରେ ବିଭକ୍ତ କରା ଯାଇଥିଲା ଓ ବିହାର—ଓଡ଼ିଶା ନାମକ ସ୍ୱତନ୍ତ୍ର ପ୍ରଦେଶ ଗଠିତ ହେଲା। ବିଲାତକୁ ଫେରିଯାଇ ସେ ପାର୍ଲିଆମେଣ୍ଟର ହାଉସ୍ ଅଫ୍ ଲର୍ଡ୍ସ୍ରେ ସଭ୍ୟରୂପେ ଭୁକ୍ତ ହୋଇଥିଲେ; ମୃତ୍ୟୁ— 1929 ।] — [ଦ୍ର—ଏହାଙ୍କ ଜନ୍ମ1859; ଏ ବିଲାତରେ ଯଥାକ୍ରମେ ଲର୍ଡ୍ ସାଲିସ୍ବରୀଙ୍କ ପ୍ରାଇଭେଟ୍ ସେକ୍ରେଟେରୀ, ଭାରତର ଅଣ୍ଡର— ସେକ୍ରେଟେରୀ, ପରରାଷ୍ଟ୍ର ବିଭାଗର ଅଣ୍ଡର୍ ସେକ୍ରେଟେରୀ, ପାର୍ଲିଆ— ମେଣ୍ଟର ସଦସ୍ୟ ହୋଇଥିଲେ ଏ ଅତି ପ୍ରତିଭାଶାଳୀ ରାଜନୀତିଜ୍ଞ ଥିଲେ ଏ ମଧ୍ୟଆସିଆ, ପାରସ୍ୟ, ଆଫଗାନିସ୍ଥାନ, ଶ୍ୟାମ, କୋରିଆ ଆଦି ଭ୍ରମଣକରି କେତେକ ଭ୍ରମଣବୃତ୍ତାନ୍ତ ସଂବଳିତ ଗ୍ରନ୍ଥ ରଚନା କରିଥିଲେ ଏହାଙ୍କ ଅମଳରେ ଭାରତର ଉତ୍ତର ପଶ୍ଚିମ ସୀମାନ୍ତ ପ୍ରଦେଶ ଗଠିତ ହୋଇଥିଲା ଓ ସମ୍ରାଟ ଏଡ଼ୱାର୍ଡ଼ଙ୍କ ଅଭିଷେକ ଉପଲକ୍ଷରେ1902—3ରେ ଦିଲ୍ଲୀଠାରେ ମହା ସମାରୋହ ସହିତ ଉତ୍ସବ ହୋଇଥିଲା କଲିକତାରେ ଭିକ୍ଟୋରିୟା ମେମୋ— ରିଅଲ୍ ହଲ୍ ନିର୍ମାଣାର୍ଥ ଏ ଧନ ସଂଗ୍ରହ କରିଥିଲେ ଏହାଙ୍କ ପରେ ଉକ୍ତ ସ୍ମୃତିମନ୍ଦିର ନିର୍ମିତ ହେଲା ଏହାଙ୍କ ଅମଳରେ ତିବ୍ୱତକୁ ଅଭିଯାନ କରା ଯାଇ ତିବ୍ୱତ ସଙ୍ଗେ ଭାରତ ସରକାରଙ୍କର ସନ୍ଧି ହୋଇଥିଲା ଏ ଭାରତର ଲୁପ୍ତପ୍ରାୟ ପ୍ରାଚୀନ କୀର୍ତ୍ତିମାନ ସଂରକ୍ଷଣାର୍ଥ ଆଇନ୍ କରିଥିଲେ ଏ1904ରେ8ମାସ ଛୁଟି ନେଇ ବିଲାତ ଯାଇଥିଲେ ଓ ଫେରି ଆସି1905ପର୍ଯ୍ୟନ୍ତ ପୁଣି ବଡ଼ଲାଟ ହେଲେ ଏହାଙ୍କ ଅମଳରେ ବଙ୍ଗ ପ୍ରଦେଶକୁ2ଟି ପ୍ରଦେଶରେ ବିଭକ୍ତ କରା ଯାଇଥିଲା ଓ ବିହାର—ଓଡ଼ିଶା ନାମକ ସ୍ୱତନ୍ତ୍ର ପ୍ରଦେଶ ଗଠିତ ହେଲା ବିଲାତକୁ ଫେରିଯାଇ ସେ ପାର୍ଲିଆମେଣ୍ଟର ହାଉସ୍ ଅଫ୍ ଲର୍ଡ୍ସ୍ରେ ସଭ୍ୟରୂପେ ଭୁକ୍ତ ହୋଇଥିଲେ; ମୃତ୍ୟୁ—1929]