କର୍କଶିଆ Karkaṡiā

  • ଦେ. ବିଣ. (ସଂ. କର୍କଶ) — ଜ୍ୱରକ୍ରାନ୍ତ ହେବାର ପୂର୍ବ ଅବସ୍ଥାଜନିତ ବ୍ଯଥା ଅନୁଭବ କରୁଥିବା (ଶରୀର) — Feeling feverish
  • ଦେ. ବିଣ. (ସଂ. କର୍କଶ) — କର୍କଶ — Hard; harsh
  • ଦେ. ବିଣ. (ସଂ. କର୍କଶ) — ଦୃଢ଼ — Firm; tight