କର୍କପ୍ରଭା Karkaprabhā
- ସଂ. ବି (କର୍କ=ଅଗ୍ନି+ପ୍ରଭା) — ଅଗ୍ନିର ତେଜ — The ray or lustre of fire
- ସଂ. ବି (କର୍କ=ଅଗ୍ନି+ପ୍ରଭା) — କକଡ଼ା ମାସ — The solar month of Kakaṟḍ̠ā
- ସଂ. ବି (କର୍କ=ଅଗ୍ନି+ପ୍ରଭା) — ବହେ କର୍କପ୍ରଭା ସିଂହ ଗତି କନ୍ଯା ଗତି ରହ ତୁଳ ଅଳି ସରସରେ ଭ୍ରମେ ସେ। ଭଞ୍ଜ, ବୈଦେହୀଶବିଳାସ।