କର୍କନ୍ଧୁ Karkandhu

  • ସଂ. ବି. (କର୍କ=କଣ୍ଟକ+ଧା ଧାତୁ=ଧାରଣ କରିବା+ କର୍ତ୍ତୃ. ଉ) — ବରକୋଳି; ବଦରୀ (କୋଳି) — The Jujube plum
  • ସଂ. ବି. (କର୍କ=କଣ୍ଟକ+ଧା ଧାତୁ=ଧାରଣ କରିବା+ କର୍ତ୍ତୃ. ଉ) — ବରକୋଳି ଗଛ — The jujube tree; Ziziphus Jujuba
  • ସଂ. ବି. (କର୍କ=କଣ୍ଟକ+ଧା ଧାତୁ=ଧାରଣ କରିବା+ କର୍ତ୍ତୃ. ଉ) — ପାଣି ନଥିବା କୂଅ; ଶୁଖିଲା କୂଅ — A well without water; a dried up well (M.W.)
  • ସଂ. ବି. (କର୍କ=କଣ୍ଟକ+ଧା ଧାତୁ=ଧାରଣ କରିବା+ କର୍ତ୍ତୃ. ଉ) — ଦଶ ଦିନର ଭ୍ରୁଣ — A fœtus which is ten days old