କର୍କଟୀ ଲଟୀ Karkaṭī laṭī

  • ଦେ. ବି (ସଂ. କର୍କଟୀ+ଲତା) — କାକୁଡ଼ି ଲତା — Cucumber creeper
  • ଦେ. ବି (ସଂ. କର୍କଟୀ+ଲତା) — ବଢ଼ାଇ ଦେଲି ଚାରୁତର ଚନ୍ଦନ ତରୁ ମୂଳେ କର୍କଟୀ ଲଟୀ ଛାରକୁ ରେ। କବିସୂର୍ଯ୍ୟ, ସଙ୍ଗୀତ।