କର୍କଟକ୍ରାନ୍ତି Karkaṭakrānti
- ସଂ. ବି. (ଭୂଗୋଳ ପରିଭାଷା; ଜ୍ୟୋତିଷ) — ବିଷୁବରେଖାର 23 ଡିଗ୍ରି ଉତ୍ତରରେ ପୃଥିବୀକୁ ବେଢ଼ିଥିବା କାଳ୍ପନିକ ରେଖା — ବିଷୁବରେଖାର23ଡିଗ୍ରି ଉତ୍ତରରେ ପୃଥିବୀକୁ ବେଢ଼ିଥିବା କାଳ୍ପନିକ ରେଖା— (Geography, astronomy) The Tropic of Cancer
- ସଂ. ବି. (ଭୂଗୋଳ ପରିଭାଷା; ଜ୍ୟୋତିଷ) — [ଦ୍ର—ବିଷୁବରେଖାର ଦକ୍ଷିଣରେ ଥିବା କ୍ରାନ୍ତିକୁ ମକରକ୍ରାନ୍ତି ବୋଲାଯାଏ। ଏହି ଦୁଇ କ୍ରାନ୍ତିମଧ୍ୟରେ ଥିବା କଟିବନ୍ଧକୁ ଗ୍ରୀଷ୍ମ କଟିବନ୍ଧ କହନ୍ତି। ସୁର୍ଯ୍ୟଙ୍କ ଗତିପଥ ଏହି ଉଭୟ କ୍ରାନ୍ତି ମଧ୍ୟରେ ଅବସ୍ଥିତ।]