କରୀଷଂକଷା Karīshaṁkashā

  • ସଂ. ବି. (କରୀଷଂ=ଘସିକୁ+କଷ ଧାତୁ+ଅ+ଆ; ଯେଉଁ ବତାସ ଭୂମିରୁ ଘସିକୁ ସୁଦ୍ଧା ଉଡ଼ାଇ ନିଏ) — ଝଡ଼; ତୋଫାନ — A strong wind; gale (Apte)