କରୀନ୍ଦ୍ର Karīndra
- ସଂ. ବି. ( 7 ମୀ ତତ୍; କରିନ୍+ଇନ୍ଦ୍ର) — ବଡ଼ ହାତୀ — A big elephant
- ସଂ. ବି. ( 7 ମୀ ତତ୍; କରିନ୍+ଇନ୍ଦ୍ର) — କରୀନ୍ଦ୍ର ଦନ୍ତ ପଲଙ୍କ ତେଜି ପ୍ରଭୁ ନରୀନ୍ଦ୍ର ଚାପେ ଗମନ। ଚନ୍ଦନଯାତ ଗୀତ।
- ସଂ. ବି. ( 7 ମୀ ତତ୍; କରିନ୍+ଇନ୍ଦ୍ର) — ହାତୀ ପଲର ନେତା ହାତୀ — The leader of a herd of elephants
- ସଂ. ବି. ( 7 ମୀ ତତ୍; କରିନ୍+ଇନ୍ଦ୍ର) — ଦନ୍ତା ହାତୀ — A tusker