କରିଷ୍ୟମାଣ Karishyamāṇa

  • ସେ. ବିଣ. ପୁଂ (କୃ+କତ୍ତୃ. ସ୍ୟମାନ; ଭବିଷ୍ୟତ ଅର୍ଥରେ) — ଭବିଷ୍ୟତରେ ଯେ କରିବେ — Sure to do a certain act in future; who will be doing some act