କରି ଆସେ Kari āse

  • ଦେ. କ୍ରି. — (ଅମୃତ କାର୍ଯ୍ୟ ଅମୁକକୁ) ଜଣାଅଛି। — Is known (to so and so)
  • ଦେ. କ୍ରି. — (ଯଥା—ମୋତେ ଚିତ୍ର କରି ଆସେ = ମୋତେ ଚିତ୍ର କର୍ମ ଜଣା ଅଛି।)
  • ପ୍ରାଦେ. (ଗଞାମ) କ୍ରି — (ଅମୁକ କାର୍ଯ୍ୟ) କରିବା ଉଚିତ — Ought to do (such an act)
  • ପ୍ରାଦେ. (ଗଞାମ) କ୍ରି — (ଯଥା—ତାଙ୍କେ ଏକଥା କରି ଆସେ = ସେ ଏକଥା କରିବା ଉଚିତ।)