କରାସ୍ଫୋଟ Karāsphoṭa

  • ସଂ ବି. (ତୃତୀୟା ତତ୍; କର+ଆସ୍ଫୋଟ) — (ମଲ୍ଲମାନେ) ବାହାରେ ବା ଜଘଂରେ ହାତଦ୍ୱାରା ଫୁଟିକି ମାରିବା — Patting on the arms things with the palms, preparatory to an athletic performance