କରାଳବଦନା Karāḻabadanā

  • ସଂ. ବିଣ. ସ୍ତ୍ରୀ — କରାଳବଦନର ସ୍ତ୍ରୀଲିଙ୍ଗ — Feminine of karāḻabadana
  • ସଂ. ବି. ସ୍ତ୍ରୀ — ଦୁର୍ଗା; କାଳୀ — Name of the Goddess Kāḻī