କରାଳ କରିବା Karaāḻa karibā
- ଗ୍ରା. ବୈଦେ. କ୍ରି.—(ଆ. କରାର) — ଅଙ୍ଗୀକାର କରିବା — To promise
- ଗ୍ରା. ବୈଦେ. କ୍ରି.—(ଆ. କରାର) — ସ୍ୱୀକାର କରିବା — To agree; to acknowledge
- ଗ୍ରା. ବୈଦେ. କ୍ରି.—(ଆ. କରାର) — ନିର୍ଦ୍ଧିଷ୍ଟ ସମୟରେ କୌଣସି କାର୍ଯ୍ୟ କରିବା ନିମନ୍ତେ ପ୍ରତିଜ୍ଞା କରିବା — To promise to perform an act by a certain time