କରାର୍ମିଆଦ୍ Karārmiād
- ବୈଦେ. ବି. (କଚିରିଆ) (ଆ. କରାର୍+ ମିୟାଦ୍) — ଋଣ ଟଙ୍କା ପରିଶୋଧ କରିବା ନିମନ୍ତେ ଦେଣ୍ଦାର୍ ତମସୁକରେ ଯେଉଁ ସମୟ ଧାର୍ଯ୍ୟ କରି ଲେଖି ଦେଇ ଥାଏ — The time-limit fixed in a bond by which the debtor promises to pay off the debt
- ବୈଦେ. ବି. (କଚିରିଆ) (ଆ. କରାର୍+ ମିୟାଦ୍) — ଚୁକ୍ତିର ସର୍ତ୍ତରେ ନିର୍ଦ୍ଦିଷ୍ଟ ସମୟରେ ସୀମା — The time-limit for the performance of a contract