କରାରୀ Karārī

  • ଦେ. ବି. (ଆ. କରାର୍) — ସ୍ୱୀକାର — Acknowledgement
  • ବୈଦେ. ବିଣ. (ଆ) — ସ୍ୱୀକାର କରା ଯାଇଥିବା — 1. Admitted; promised
  • ବୈଦେ. ବିଣ. (ଆ) — ସ୍ୱୀକାର କରିଥିବା — Admitting; acknowledging; making a conferssion