କରଶୀକର Karaṣākara

  • ସଂ. ବି (ମଧ୍ୟପଦଲୋପୀ; କର+ଶୀକର; କରରୁ ଜାତ ଶୀକର) — ହାତୀଶୁଣ୍ଡରୁ ବାହାରିବା ଜଳ — The particles of water sprinkled by the elephant through its trunk