କରମାଳା Karamāḻā
- ସଂ. ବି (କର+ମାଳା; ମଧ୍ୟପଦଲୋପୀ) — ଜପାମାଳା — String of beads; rosary
- ସଂ. ବି (କର+ମାଳା; ମଧ୍ୟପଦଲୋପୀ) — (ମାଳାରୂପେ ବ୍ଯବହୃତ କର) ଜପସଂଖ୍ୟାନିରୂପକ କରାଙ୍ଗୁଳିର ପବ — The finger-joints doing duties for a rosary during the chanting of mystic formulae
- ସଂ. ବି (କର+ମାଳା; ମଧ୍ୟପଦଲୋପୀ) — [ଦ୍ର—ଶକ୍ତିଉପାସକମାନେ ଅନାମିକାର ମଧ୍ୟମ ପର୍ବରୁ ଆରମ୍ଭ କରି ମୂଳପର୍ବ, କନିଷ୍ଠାର ମୂଳ, ମଧ୍ୟ ଓ ଅଗ୍ର, ପରେ ଅନାମିକାର ଅଗ୍ର ପରେ ମଧ୍ୟମାର ଅଗ୍ର, ଏବଂ ତର୍ଜନୀର ଅଗ୍ର, ମଧ୍ୟ ଓ ମୂଳ ଏହି ଦଶ ପର୍ବରେ ଦଶ ସଂଖ୍ୟକ ଜପ କରନ୍ତି। ମତାନ୍ତରରେ ମଧ୍ୟମାର ଅଗ୍ରଠାରୁ ମଧ୍ୟମାର ମଧ୍ୟ ଓ ମୂଳକୁ ଯାଇ ସେଠାରୁ ତର୍ଜନୀର ମୂଳଠାରେ ଦଶସଂଖ୍ୟକ ଜପ ଶେଷ କରନ୍ତି]