କରମର୍ଦ୍ଦ Karamardda
- ସଂ. ବି. (କର+ମୃଦ ଧାତୁ=ମର୍ଦ୍ଦନ କରିବା+କରଣ. ଅ) — କରଞ୍ଜ ଗଛ ଓ ଫଳ — The Pongamia Glabra tree and its fruit
- ସଂ. ବି. (କର+ମୃଦ ଧାତୁ=ମର୍ଦ୍ଦନ କରିବା+କରଣ. ଅ) — କରଦ୍ୱାରା ମର୍ଦ୍ଦନ — Hand-shaking; the pressing of hands; the shaking of hands
- ସଂ. ବି. (କର+ମୃଦ ଧାତୁ=ମର୍ଦ୍ଦନ କରିବା+କରଣ. ଅ) — କରନ୍ଦାକୋଳି ଓ ଗଛ — Carissa Carandas (berry and tree) (M.W.)