କରମର୍ଦ୍ଦନ Karamarddana

  • ସଂ. ବି. ( 6 ଷ୍ଠୀ ତତ୍ କର+ମର୍ଦ୍ଦନ) — ମିଳିତ ବନ୍ଧୁ— ଦ୍ୱୟଙ୍କର ପରସ୍ପର ହସ୍ତମର୍ଦ୍ଦନ — Pressing or shaking of hands by two friends meeting together