କରମଣିଆଁ Karamaṇiāñ

  • ଦେ. ବିଣ. ପୁଂ. — ଶାସ୍ତ୍ରୋକ୍ତ କ୍ରିୟାକାଣ୍ଡରେ ଅଭିଜ୍ଞ — Well versed in the prescribed rituals
  • ଦେ. ବି. ପୁଂ. — କୌଣସି ନିତ୍ୟନୈମିତ୍ତିକ ଅନୁଷ୍ଠାନରେ କ୍ରିୟା— କାଣ୍ଡର ଅନୁଷ୍ଠାନକର୍ତ୍ତା ବା ପୁରୋହିତ — The performer or officiating priest at the rituals in a religious ceremony