କରଧନି Karadhani

  • ଦେ. ବି. (ଆ. କମ୍ର=ଅଣ୍ଟା; ଓ. କର; କଡ଼=ପାର୍ଶ୍ୱ ସଂ. କଟୀ+ଆଧାନୀ) — ଅଣ୍ଟାରେ ପିନ୍ଧିବା କାର୍ପାସ ବା ଧାତୁମୟ ସୂତା — A string of cotton or metal worn round the waist