କରଦନ Karadana

  • ଦେ. (ପଦ୍ଯ) ବି (ସଂ.କର୍ଦ୍ଦନ) — କର୍ଦ୍ଦନ (ଦେଖ) — Karddana (See)
  • ଦେ. (ପଦ୍ଯ) ବି (ସଂ.କର୍ଦ୍ଦନ) — ଭୀମ ସେହିରୂପେ କୁରୁଙ୍କ କରଦନ; କଲେ ଏକା ହୋଇ ବିନ୍ଧିଣ ମାରଗଣ—କୃଷ୍ଣସିଂହ, ମହାଭାରତ, ଭୀଷ୍ମ।