କରଦ ରାଜ୍ୟ Karada rājya

  • ସଂ. ବି — ଯେଉଁ ରାଜ୍ୟର ରାଜା ଚକ୍ରବର୍ତ୍ତୀ ବା ସମ୍ରାଟଙ୍କୁ କର ଦିଅନ୍ତି — A tributary state; a subordinate state paying tribute to the emperor