କରତିବା Karatibā
- ଦେ. କ୍ରି. (ସଂ. କୃତ୍ ଧାତୁ) — କରତ ଦ୍ୱାରା କାଟିବା — To saw
- ଦେ. କ୍ରି. (ସଂ. କୃତ୍ ଧାତୁ) — କରତ ଭଳି କାଟି ପକାଇବା — To lacerate as by a saw
- ଦେ. କ୍ରି. (ସଂ. କୃତ୍ ଧାତୁ) — (ଲକ୍ଷଣାର୍ଥ) କରତରେ କାଟିଲା ପରି ଅତ୍ୟନ୍ତ କଷ୍ଟ ଦେବା — (figurative) To cause great suffering
- ଦେ. କ୍ରି. (ସଂ. କୃତ୍ ଧାତୁ) — ମର୍ମ କରତୁଛି ଦଇବ—ମଧୁସୂଦନ. ଉତ୍ତରରାମଚରିତ।